ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ


 *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ* 


ବରପାଲି ୦୫/୦୬/୨୫

(ଗୁରୁବାର)

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ  ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।ଜାତୀୟ ସେବା ସଂସ୍ଥା ଦାୟିତ୍ୱରେ ଥିବା ଅଧ୍ୟାପିକା ପିଙ୍କି ବାରିକଙ୍କ ପରିଚାଳନା ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସମେତ ଜାତୀୟ ସେବା ସଂସ୍ଥାର ଛାତ୍ରୀମାନେ ଯୋଗ ଦେଇଥିଲେ ।ଛାତ୍ରୀ ମାନେ ପରିବେଶ ଦିବସର ଆଭିମୁଖ୍ୟ ଉପରେ  ବକ୍ତବ୍ୟ ରଖିଥିଲେ। ପରିବେଶ ସୁରକ୍ଷା ଆମର ପ୍ରଧାନ କର୍ତ୍ତବ୍ୟ ରହିବା ଉଚିତ୍ ବୋଲି ଅତିଥି ବୃନ୍ଦ ବକ୍ତବ୍ୟରେ ଅଭିମତ ରଖିଥିଲେ।ପରେ ପରେ ସହକର୍ମୀ ଶଶାଙ୍କ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ଶପଥ ପାଠ କରିଥିଲେ।

Comments