କୋର୍ଟରୁ କଏଦୀ ଫେରାର, ଛାନଭିନ ପରେ କାବୁ କଲା ପୋଲିସ୍


 - କୋର୍ଟରୁ କଏଦୀ ଫେରାର, ଛାନଭିନ ପରେ କାବୁ କଲା ପୋଲିସ୍ l

:-ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର l  ନାବାଳିକା ଦୁଷ୍କର୍ମ ମାମଲାରେସଜା କରୁଥିଲେ କଏଦୀ lକଏଦୀର ବାବାଜୀ ଛୁରିଆ ହୋଇଥିବା ସୂଚନା l୫ ବର୍ଷ ଧରି ବରଗଡ଼ ଜେଲରେ ସଜା କରୁଥିଲା କଏଦୀ l କଏଦି ଜଣକ ସଦର ଥାନା ଅଞ୍ଚଳ ସଂୟା ଗାଁ ର ବାବାଜୀ ଛୁରିଆ l ନାବାଳିକା ଦୁଷ୍କର୍ମ ମାମଲାରେ 

ପୋସ୍କୋ କୋର୍ଟରେ ହାଜର କରି ପୋଲିସ ଜେଲକୁ ନେବାପାଇଁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ କଏଦୀ ଜଣକ ଫେରାମାରିଥିଲା  । କଏଦୀକୁ  ଛାନ ଭିନ ପରେ ସହରକୁ କାବୁ କରିଛି ପୋଲିସ  ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା