ବରଗଡ଼: କଫ ଶିରଫ ଚୋରା ଚାଲାଣ

 

ବରଗଡ଼: କଫ  ଶିରଫ ଚୋରା ଚାଲାଣ ବେଳେ ବରଗଡ଼ ଟାଉନ ପୋଲିସ ଦ୍ବାରା ଜନୈକା ନାବାଳିକା(୧୯) ଧରା ପଡିଛି। ତାଠାରୁ ପୋଲିସ ନଗଦ ୧ ଲକ୍ଷ୍ ୪ହଜାର ୫ଶହ ଟଙ୍କା ସହ,ଦୁଇଟି ସ୍କୁଟି,୪୫୦ ବୋତଲ କଫ ସୀରଫ, ନିଶା ବାଟିକା ଜବତ କରିଛନ୍ତି।

Comments

Popular posts from this blog

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ