ବନ ମହୋତ୍ସବ ପାଳିତ!!!ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ "


 ବନ ମହୋତ୍ସବ ପାଳିତ!!!ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ "

ଆଜିର ଏ ଦୁନିଆଁ ରେ ଅମ୍ଳଜାନ ଓ ଅକ୍ସିଜେନ ଧିରେ ଧିରେ କମି ଯାଉଥିବା ବେଳେ ତାର ଜଳନ୍ତା ଉଦାହରଣ ହେଉଛି ବନ ଜଙ୍ଗଲ ମଧ୍ୟରେ ଗଛ ମଧ୍ୟ କମି କମି ଯାଉଛି ଯାହାକି ପରିବେଶ ମଧ୍ୟ ଦୂଷିତ ହେବାର ଲାଗିଛି ।ବରଗଡ ଜିଲ୍ଲା  ଗାଇସିଲେଟ ବ୍ଲକ ରେ ବନ ମହୋତ୍ସବ ଆଜି ଠୁ ସାତ ଦିନ ଧରି ପାଳନ ହେବ ଏବଂ ଆଜିର ପ୍ରଥମ ଦିନ କାର୍ଯ୍ୟକ୍ରମ ରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଓ ପଦ୍ମପୁର ବନଖଣ୍ଡ ଅଧିକାରୀ ଓ ପରିବେଶବିତ ମାନେ ଯୋଗ ଦେଇଛନ୍ତି!!ଗାଇସିଲେଟ ସ୍ଥିତ ନର୍ସରୀ ରେ ଜନ ସାଧାରଣ ଙ୍କୁ ଗଛ ଲଗାଇବା ପାଇଁ ବନ ବିଭାଗ ତରଫ ରୁ ଚାରା ମଧ୍ୟ ଯୋଗାଇଦିଆଯାଉଛି!!

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ