ଅତାବିରା ପୋଲିସ ଦ୍ୱାରା ୪ ଲୁଟେରା ଗିରଫ : ନଗଦ ୩ ଲକ୍ଷ ୮୦ ହଜାର, ଦେଶୀ ପିସ୍ତଲ, ସୁନା ଓ ରୁପା ଗହଣା, ୫ ମୋଟର ସାଇକେଲ, ୮ ମୋବାଇଲ ଜବତ

 

ବରଗଡ଼ : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସୂଚନା ମୁତାବକ ଅତାବିରା ଥାନା ବାବେବିରା କେନାଲ ରୋଡ଼ରେ ଚାଷୀଙ୍କୁ ବନ୍ଧୁକ ଦେଖାଇ 4ଲକ୍ଷ 30 ହଜାର ଟଙ୍କା ଡକାୟତି ଘଟଣାର ପର୍ଦାଫାଶ, ଡକାୟତି ଘଟଣାର 4 ଅଭିଯୁକ୍ତ ଗିରଫ, ଦେଶୀ ପିସ୍ତଲ, 5 ଖୋକା, 3 ଭୁଜାଲି, ଦୁଇ ଆଇରନ ପଞ୍ଚ, 8 ମୋବାଇଲ, ସୁନା ରୁପା ଅଳଙ୍କାର, 3 ଲକ୍ଷ 80 ହଜାର ଟଙ୍କା, 5 ବାଇକ ଜବତ କଲା ଅତାବିରା ପୋଲିସ, ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର,ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଡ଼ଙ୍ଗରମୁଣ୍ଡା ଗାଁର ଇନ୍ଦ୍ର ଭୋଇ, ଚୈତନ୍ୟ ପୁଟା, ବନାରସ ଗାଁର ଲଳିତ ସାହୁ, ଡୋଳେଶ୍ୱର ସାହୁ, ପୂର୍ବରୁ ବରପାଲି, ଡୁଙ୍ଗୁରିପାଲି, ସିନ୍ଧେକେଲା, ଆଗଲପୁର ଥାନାରେ ଅପରାଧିକ ମାମଲା ରୁଜୁ ହୋଇଛି

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ