ଶିକ୍ଷୟତ୍ରୀ ଙ୍କ ପରଲୋକ

 

ଶିକ୍ଷୟତ୍ରୀ ଙ୍କ ପରଲୋକ ।


ବରପାଲି 

ବରପାଲି ର ଲୋକପ୍ରିୟ ଶିକ୍ଷୟତ୍ରୀ ସୁଲୋଚନା ରାଉତ ଙ୍କ ଆଜି ବୁଧବାର ସକାଳ ପ୍ରାୟ ୧୦ ଘଣ୍ଟା ତିରିଶ ମିନିଟ ରେ ପରଲୋକ ଘଟିଛି।

ଶ୍ରୀମତୀ ରାଉତ ଜଣେ ଛାତ୍ର ବତ୍ସଲା ଓ ଅମାୟିକ ବ୍ୟବହାର ପାଇଁ ବେଶ୍ ପରିଚିତ ଥିଲେ । ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ସେ ଚାକିରୀ ରୁ ଅବସର ନେବା ପରେ ବରପାଲି ସ୍ଥିତ ବାସ ଭବନ ରେ ରହୁ ଥିଲେ । ସେ ତାଙ୍କ ପଛ ରେ ତାଙ୍କ ସ୍ଵାମୀ ତିନି ପୁତ୍ର ଓ ଗୋଟିଏ ଝିଅ କୁ ଛାଡି ଯାଇଛନ୍ତି । ଏହି ଦୁଃଖଦ ସମ୍ବାଦ ଜାଣିବା ପରେ ତାଙ୍କ ବାସ ଭବନ ରେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ବୃନ୍ଦାବନ ମୁଖାଗ୍ନି ଦେଇ ଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ