ବରଗଡ ଜିଲ୍ଲା ବିଜେପୁର ବିକାଶ ର ରାସ୍ତା ,


 ବରଗଡ ଜିଲ୍ଲା ବିଜେପୁର ବିକାଶ ର ରାସ୍ତା , 

ଆଦର୍ଶ ବିଦ୍ୟାଳୟ କୁ ଯିବାକୁ ହେଲେ କାଦୁଅ ପାଣି ଦେଇ ଯିବାକୁ ପଡ଼େ

ଏହି ରାସ୍ତା ଦେଇ ସହସ୍ରାଧିକ ଛାତ୍ର ଛାତ୍ରି ୟାତ ୟତ କରନ୍ତି। ଧନ୍ୟ ଜିଲ୍ଲା ପ୍ରଶାସନ ଓ ବିଜେପୁର ଏନ୍ ଏ ସି,ବ୍ଲକ ର ନେତା ମାନେ।

Comments

Popular posts from this blog

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ବରଗଡ଼ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ