ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ,ଜଣେ ଗୁରୁତର


 BREKING NEWS 

ବରଗଡ଼ -  ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ,ଜଣେ ଗୁରୁତର। ବରଗଡ଼ ରୁ ଦାମନଯୋଡ଼ି ଅଭିମୁଖେ ଯାଉଥିବା ବୁଲବୁଲ ବସ୍ ଦୁର୍ଘଟନା ଗ୍ରସ୍ତ। ବରଗଡ଼ ରୁ ବରପାଲି  NH ରାସ୍ତା କୁସନପୁରୀ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା ବସ୍ । ବସ୍ ରେ ଥିବା ୧୯ ଜଣ ଯାତ୍ରୀ ଆହତ ,ସମସ୍ତଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା । ଘଟଣା ସ୍ଥଳରେ ଉଭୟ ବରଗଡ଼ ସଦର ପୋଲିସ୍ ଓ ବରପାଲି ପୋଲିସ ପହଞ୍ଚି ଘଟଣାର  ତଦନ୍ତ କରୁଥିବା ଜଣାପଡିଛି ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା