ନୂତନ ଯୁବ ଯାଦବ ସଂଗଠନ ଗଠିତ


 ନୂତନ ଯୁବ ଯାଦବ ସଂଗଠନ ଗଠିତ


ବରପାଲି ୧୫/୦୯(ଚିତ୍ତରଞ୍ଜନ ସାହୁ )  ଆଜି ରବିବାର ଦିନ ବରପାଲି ସାପ୍ତାହିକ ବଜାର ରେ ବିଶ୍ଵାମିତ୍ର ପୋଢ଼ ଙ୍କ ସଭାପତିତ୍ବ ରେ ଓ ପୂର୍ବତନ ବ୍ଲକ୍ ସଭାପତି ପବିତ୍ର ବାଗ ଓ ପୂର୍ବତନ ବ୍ଲକ୍ ସମ୍ପାଦକ ଜୟକାନ୍ତ ମହାକୁର ଙ୍କ ଉପସ୍ଥିତି ରେ ବରପାଲି ବିଜ୍ଞାପିତ ପରିଷଦର ଯୁବ ଯାଦବ ସଂଗଠନ କରାଗଲା।

ସେଥିରେ ସଭାପତି ହଜାରୁ ମହାକୁର ,ଉପ ସଭପତି ନିଲାଞ୍ଚଲ୍ ହାତୀ ଓ ସଚିନ୍ ଭୁଏ ସମ୍ପାଦକ ମନ ବଗର୍ତ୍ତି, ସହ ସମ୍ପାଦକ ସମୀର ବଞ୍ଚୋର୍ ଓ ଶମ୍ଭୁ ବାଗ ଏବଂ କୋଷାଧ୍ୟକ୍ଷ ବୁଡୁ ଷାଣ୍ଢ ,ସହ କୋଷାଧ୍ୟକ୍ଷ ରାକେଶ ଥପା ଓ ଅନ୍ଵସ୍ ଦୀପ ଏବଂ କାର୍ଯ୍ୟକାରୀ କମିଟି ଦିବାକର ବାଗ , ସୁରଜ୍ ମହାକୁର, ଗଙ୍ଗାଧର ବଗାର, ବିଶ୍ଵ ବିଶି, ରିଙ୍କୁ ପୋଢ଼ ,ବିନୋତ ବଗର୍ତ୍ତି, କିଶୋର ଗଡତୀଆ, ଏବଂ ଉପଦେଷ୍ଟା କମିଟିରେ ପୂର୍ଣ୍ଣଚନ୍ଦ୍ର ଠେଲା,ଅଲେଖ ଷାଣ୍ଢ, ବିପିନ ରାଉତ୍, ହାଡୁ କାଲସେ ,ଓ ବିଶ୍ଵାମିତ୍ର ପୋଢ଼।

ଶେଷରେ ନୂତନ ସଭାପତି ହଜାରୁ ମହାକୁର ଧନ୍ୟବାଦ୍ ଦେଇ ସଭା ଭଙ୍ଗ କଲେ ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା