ଅପ୍ରକୃତିକ ଯୌନକ୍ରିୟା ଅଭିଯୋଗରେ ଜଣେ କୋର୍ଟ ଚାଲାଣ


 ଅପ୍ରକୃତିକ ଯୌନକ୍ରିୟା ଅଭିଯୋଗରେ ଜଣେ କୋର୍ଟ ଚାଲାଣ


ବରପାଲି ୧୫/୯(ଚିତ୍ତରଞ୍ଜନ ସାହୁ)- ଆଜିର ଏଦୁନିଆ ଓ ସମାଜରେ ଅଣ ମଣିଷ ଭଳିଆ କାମ କରିବା  ଏବଂ ଏଭଳି ଘୃଣ୍ୟ ମାନ କରି ଆଜି ଅଭିଯୁକ୍ତ ହରଡ  ଘନାରେ । ବରଗଡ଼ ଜିଲ୍ଲା ବରପାଲି ଥାନା ସରଣ୍ଡାପାଲି ଗ୍ରାମରେ ଜଣେ ନାବାଳକ ସହ ଅପ୍ରକୃତିକ ଯୌନକ୍ରିୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ  କୋର୍ଟ ଚାଲାଣ କରାଯାଇଛି । ନାବାଳକ ର ବାପା ପବିତ୍ର ବରିହାଙ୍କ ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ଦିନ ଅପରାହ୍ନ ଦୁଇଟା ସମୟରେ ଉକ୍ତ ଗ୍ରାମର ରୋହିତ ଛତ୍ରିଆ(୪୦) ଖେଳପଡିଆ ପାଖରେ ଥିବା ପାଣି ଟାଙ୍କି ଘରକୁ ଏକ ନାବାଳିକା ଡ଼ାକିନେଇ ବଳପୂର୍ବକ ଅ ପ୍ରାକୃତିକ ଉପାୟରେ ଯୌନକ୍ରିୟା କରୁଥିବା ବେଳେ  ଶିଶୁ ଟି ଚିତ୍କାର କରିବା ବେଳେ ଚିତ୍କାର ଶୁଣି ତାର ଜଣେ ସାଙ୍ଗ ଆସିଥିବାରୁ ଅଭିଯୁକ୍ତ ଉକ୍ତ ଶିଶୁକୁ ଛାଡ଼ିଦେଇ ଅଭିଯୁକ୍ତ ପଳେଇ ଯାଇଥିଲା । ଏ ବିଷୟରେ ବରପାଲି ଥାନାରେ ଅଭିଯୋଗ ହେଲାପରେ ବରପାଲି ପୋଲିସ କେସ ନଂ ୨୮୧/୨୪ ଅଣ୍ଡର ସେକ୍ସନ ୪ ପେସ୍କୋ ଏକ୍ଟ ୯ କେସ ରୁଜୁ କରି ଅଭିଯୁକ୍ତ ରୋହିତ ଛତ୍ରିଆ କୁ ଗୀରପ କରିବା ପରେ କୋର୍ଟ ଚାଲାଣ କରିଛି ବରପାଲି ପୋଲିସ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ