ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କୁ ବିପୁଳ ଭାବରେ କର୍ମୀଙ୍କ ସ୍ବାଗତ


 ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କୁ ବିପୁଳ ଭାବରେ କର୍ମୀଙ୍କ ସ୍ବାଗତ।

 ବରପାଲି- ବରଗଡ ଜିଲ୍ଲା ବରପାଲି ଠାରେ ବିଜେପି ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା ଙ୍କୁ ବିପୁଳ ଭାବରେ  କର୍ମୀ ମାନଙ୍କ ସ୍ବାଗତ ଗତ ୧୮ ତାରିଖ ଦିନ ଅପରାହ୍ନ ୫ ଘଣ୍ଟା ସମୟର ବରପାଲି ହାଇସ୍କୁଲ ଖେଳ ପଡିଆ ଠାରେ ବିଜେପୁର ବିଧାୟକ ସନତ ଗଡତିଆ,ବିଧାୟକ ପ୍ରତିନିଧି ଶାସ୍ତ୍ରୀ ପଣ୍ଡା,,ଜିଲ୍ଲା ସଭାପତି ଅରୁପା ସାହୁ,,ନଗର ମଣ୍ଡଳ ସଭାପତି ପଦ୍ମଲୋଚନ ସାହୁ ସମେତ ସମେତ ଆଗଲପୁର ମଣ୍ଡଳ ସଭାପତି ସୁକଦେଵ ପଧାନ,ସତଲମା ମଣ୍ଡଳ ସଭାପତି ଧିରୋଜ ପଧାନ,ବାଗବାଡି ମଣ୍ଡଳ ସଭାପତି ସଂଗ୍ରାମ କେଶରୀ ବାରିକ,ଜିଲ୍ଲାପାରିଷଦ ସଂଯୁକ୍ତା ସାହୁ,ସୁରେନ୍ଦ୍ର ପାତ୍ର,ଆଜିତ ଦାଶ,ମହିଳା ମୋର୍ଚ୍ଚା ସଭାପତି ବନ୍ଦନା ବେହେରା, ଚୁମକୀ ମେହେର,ନଗର ମଣ୍ଡଳ ସମ୍ପାଦକ ଗୁଣନିଧି ମେହେର,,ଦୟାଳୁ ସାହୁ,ବିକି ସୋନି,ବିକି ଥଇତ,ଶ୍ୟାମ ଶ୍ରୀବସ୍ତାଵ,କୃଷ୍ଣଚନ୍ଦ୍ର ଥଇତ,କୈଳାଶ ବାରିକ,ଗୁରୁମେହେର ପ୍ରମୁଖ ଙ୍କ ସମେତ ସମସ୍ତ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ