ଚାକିରି ରୁ ନିଳମ୍ବିତ ହୃଷିକେଶ ଭୋଇ


 ଚାକିରି ରୁ ନିଳମ୍ବିତ ହୃଷିକେଶ ଭୋଇ । ବରଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ମହାପ୍ରୟାଣ ଗାଡି ଡ୍ରାଇଭର ହୃଷିକେଶ ଭୋଇ ।




ବରଗଡ -ଚାକିରି ରୁ ନିଳମ୍ବିତ ହୃଷିକେଶ ଭୋଇ । ବରଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ମହାପ୍ରୟାଣ ଗାଡି ଡ୍ରାଇଭର ହୃଷିକେଶ ଭୋଇ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ କଂସ ଭୂମିକାରେ ଅଭିନୟ କରନ୍ତି ହୃଷିକେଶ ଭୋଇ । ଗାଇସିଲେଟ ବ୍ଲକ ବଡ ସାହାଜବାହାଲ ଗ୍ରାମର ମୃତ ପ୍ରହଲ୍ଲାଦ ସାହୁ ଙ୍କ ପରିବାର ଙ୍କ ଠାରୁ ୩ ହଜାର ଟଙ୍କା ହୃଷିକେଶ ଭୋଇ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ବରଗଡ଼ ସିଡିଏମଓ ନିରୁପମା ଷଡ଼ଙ୍ଗୀ ଙ୍କ ଅଭିଯୋଗ କ୍ରମେ ଭଟଲି ଥାନାରେ ହୃଷିକେଶ ଭୋଇ ଙ୍କ ନାମରେ ମାମଲା ରୁଜୁ ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ