କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ


 କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ।


ବରପାଲି:-୩୦.୧୦-( ଚିତ୍ତରଞ୍ଜନ ସାହୁ)-ବରପାଲି ବ୍ଲକ ଅନ୍ତର୍ଗତ ବାନ୍ଦୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସ୍ଥାନୀୟ ତେଜଙ୍ଗ କ୍ଲଷ୍ଟର ର ସିଆର ସି ସି ଶିଯୁକ୍ତ ସଞ୍ଜୟ କୁମାର ସାହୁ ଙ୍କ ତତ୍ତ୍ୱବଧାନ ରେ  ରେ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଶିଯୁକ୍ତ ରେଜେନ୍ଦ୍ର ପୂଝରୀ ଯୋଗାଦାନ କରି କହିଥିଲି ଯେ ଏ ଫେ ଏଲ ନ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଅଟେ.ଏହା ଶିକ୍ଷକ ମାନଙ୍କୁ ଉଚିତ ମାର୍ଗ ରେ ଶିକ୍ଷାଦାନ କରି ଶିକ୍ଷା ର ମାନବୃଦ୍ଧି କରବା ପାଇଁ ଅନୁରୋଧ କରିଥିଲେ lଉକ୍ତ ମସିକ ବୈଠକ ରେ ବରପାଲି ଓ ବିଜେପୁର ଦାୟିତ୍ୱ ରେ ଥିବା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ର ପ୍ରଶିକ୍ଷକ ଶ୍ରୀଯୁକ୍ତ ଗଗନ ବେହେରା ପରିଦର୍ଶନ କରି ଶିକ୍ଷକ ମାନଙ୍କୁ କହିଥିଲି ଯେ ଚାରି ପନ୍ଥା ଭାଷା ଓ ଗଣିତ ବିଷୟ ପାଇଁ ସି ଆର ଏ ପଦ୍ଧତି ରେ ଶିକ୍ଷାଦାନ କରିବା ପାଇଁ କହିଥିଲି l ଶ୍ରୀଯୁକ୍ତ ଲିଙ୍ଗରାଜ ପାଣ୍ଡେ ଓ ଶ୍ରୀଯୁକ୍ତ ରାଜୀବ ଲୋଚନ ସାହୁ ସି ଆର ସି ସି ଙ୍କୁ ଶିକ୍ଷାଦନ ରେ ସାହାଯ୍ୟ କରିଥିଲେ l ଶେଷ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଳିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ