ଇନୋଭା ଓ ବୋଲେରୋ ମୁହାଁ ମୁହିଁ ଧକ୍କା ୧ ଗୁରୁତର


 ଇନୋଭା ଓ ବୋଲେରୋ ମୁହାଁ ମୁହିଁ ଧକ୍କା ୧ ଗୁରୁତର ।


ବରପାଲି ;-ବରପାଲି ବରଗଡ଼ ଜାତୀୟ ରାଜପଥ ଉପରେ କଦଳୀପାଲି ମନ୍ଦିର ନିକଟ ରେ ବରପାଲି ପଟୁ ଯାଉଥିବା ସି ଜି ୦୪ ପି ଜି ୦୦୫୧ ଇନୋଭା ସହ ବରଗଡ଼ ପଟୁ ଆସୁଥିବା ଓଡ଼ି ୦୩ଏ ଏ ୨୨୫୭ ମୁହଁ ମୁହିଁ ଧକ୍କା ଲାଗିବାରୁ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଙ୍କୁ ବରପାଲି ସରକାରୀ ଡାକ୍ତରଖାନା ଅଣାଯାଇଥିଲା । ଗୁରୁତର ଆହତ ଙ୍କୁ ଅଧିକ ଚିକିତ୍ସା ପାଇଁ ବରଗଡ଼ ଡାକ୍ତରଖାନା କୁ ପଠେଇ ଦିଆଯାଇଛି ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା