ଠିକାଦାର ସଂଘ ର ନୂତନ କର୍ମକର୍ତ୍ତା ଚୟନ


 ଠିକାଦାର ସଂଘ ର  ନୂତନ କର୍ମକର୍ତ୍ତା ଚୟନ



ବରପାଲି:-୨୩.୧୦(ଚିତ୍ତରଞ୍ଜନ ସାହୁ)ସ୍ଥାନୀୟ ହୋତା ମଣ୍ଡପ ଠାରେ ଜୟ ମା ସମଲେଶ୍ବରୀ ଠିକାଦାର ସଂଘ ର ବରିଷ୍ଟ ସଭ୍ୟ ଶ୍ରୀ ଅଚ୍ୟୁତାନନ୍ଦ ପଣ୍ଡା ଙ୍କ ସଭାପତିତ୍ବ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ସଭାପତି ସଲିମ ଖାଁ କାର୍ଯକାରୀ ସଭାପତି ଶ୍ରୀ ସନ୍ତୋଷ ସାହୁ, ସମ୍ପାଦକ ଶ୍ରୀ ବନ୍ତରାମ ସେଠ୍, ସହ ସମ୍ପାଦକ ଶ୍ରୀ ମନୋଜ ମେହେର, କୋଷାଧ୍ୟକ୍ଷ ଶ୍ରୀ ଜ୍ଞାନ ଦାଶ, ସହ କୋଷାଧ୍ୟକ୍ଷ ଶ୍ରୀ ଜଟାଶଙ୍କର ଗୁପ୍ତା 

କାର୍ଯକାରୀ କମିଟି ସଭ୍ୟ  ଶ୍ରୀ ଟିକେଟ ମହତ୍ତମ୍ , ଅଚ୍ୟୁତାନନ୍ଦ ପଣ୍ଡା, ବଣ୍ଟି ତ୍ରିପାଠୀ, ମନମୋହନ ସ୍ବାଇଁ, ଗୁରୁ ମେହେର, ଅଜିତ୍ ଦାଶ, ବିଜନ ଦାଶ, ବିଭୂତି ଭୂଷଣ ମିଶ୍ର, ଅରବିନ୍ଦ ବାବୁ, ଶରତ ଶା ଗୋକୁଳ ଗହିର ଙ୍କୁ ନିଆଯାଇଥିଲା ଶେଷରେ ବନ୍ତରାମ୍ ସେଠ୍ ଧନ୍ୟବାଦ୍ ଦେଇଥିଲେ

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ