ଓରାଲ କେନ୍ସର ସର୍ଜିକାଲ ଡ଼େ ପାଇଁ ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡ଼ିଟେରିୟମ୍ ଠାରେ ଏକ ସଚେତନତା ସିବିର ଅନୁଷ୍ଠିତ



 

ଓରାଲ କେନ୍ସର ସର୍ଜିକାଲ ଡ଼େ ପାଇଁ ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡ଼ିଟେରିୟମ୍  ଠାରେ ଏକ ସଚେତନତା ସିବିର ଅନୁଷ୍ଠିତ ।




ବରଗଡ଼ -ଓରାଲ କେନ୍ସର ସର୍ଜିକାଲ ଡ଼େ ପାଇଁ ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡ଼ିଟେରିୟମ୍  ଠାରେ ଏକ ସଚେତନତା ସିବିର ଅନୁଷ୍ଠିତ ହୋଇଯାଇଛି । ତମ୍ବାଖୁ ,ସିଗାରେଟ୍, ବିଡ଼ି ,ଗୁଡ଼।ଖୁ  , ଗୁଟଖ ଓ ଖଇନି ହିଁ ଏହାର ମୂଖ୍ୟ କାରଣ ହୋଇଥିବା ବେଳେ କିପରି ଏପରି ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିବେ ଓ କେନ୍ସର ବକୁ ପ୍ରାଥମିକ ସ୍ଥରରେ କିପରି ଚିହ୍ନିପାରିବେ ଓ ତୁରନ୍ତ କିପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏବଂ କ୍ରିଷ୍ଣା ବିକାଶ ମେଡ଼ିକାଲରେ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ସହ ସମସ୍ତ ରୋଗର ନିରାକରଣ ପାଇବାର ବ୍ୟବସ୍ଥା ରହିଥିବା ବେଳେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ଼ ଓ ସ୍ୱାସ୍ଥ୍ୟ ବୀମା ଧାରି ମାନେ ମଧ୍ୟ ଚିକିତ୍ସା ସେବା ପାଇ ପାରିବେ ବୋଲି ବିକାଶ ମେଡ଼ିକାଲ ପକ୍ଷରୁ କୁହାଯାଉଛି ସେହିପରି ଡ଼ାକ୍ତର ମଧ୍ୟ ଏହାଠାରୁ ଦୂରେ  କିପରି ସଚେତନ ଅବଲମ୍ବନ କରାଯାଇପାରିବ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ରୋଗୀ ଓ ସଂପର୍କୀୟଙ୍କ ସହ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ  କ୍ରୀଷ୍ଣା ବିକାଶ ଗୃପର MD  ବିବେକ ଦଶାରୀ ଙ୍କ ସହିତ ମୂଖ୍ୟ ବକ୍ତା ଭାବେ ଡ଼ା. ସେଭିକ୍ ଦାଶକିଲ୍ ଉପସ୍ଥିତ ରହିଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ