ହିନ୍ଦୁ ନବବର୍ଷ ପାଳିତ

 

ହିନ୍ଦୁ ନବବର୍ଷ ପାଳିତ ।


ବରପାଲି ତା:୩୦-୦୩(ନି ପ୍ର) ରବିବାର ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଛି।

ଶ୍ରୀ ରାଧାରାଣୀ ସେବାଶ୍ରମ ବରପାଲି ଆନୁକୁଲ୍ୟରେ ଏହି ନବ ବର୍ଷ କୁ ଉତ୍ସାହ ର ସହ ପାଳନ କରା ଯାଇଛି। ଏହି ଅବସରରେ ଆଶ୍ରମ ରେ ସକାଳେ ପୂଜାଚର୍ନା କରାଯିବା ସହ ଅପରାହ୍ନ ରେ ଏକ ଭବ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇଥିଲେ ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ